ଉପରିଷ୍ଟାତ୍ Uparishṭāt

  • ସଂ. ଅ (ଊର୍ଦ୍ଧ୍ୱ+ରିଷ୍ଟାତ୍; ନିପାତନ) — ଉପର ଆଡ଼େ — High up
  • ସଂ. ଅ (ଊର୍ଦ୍ଧ୍ୱ+ରିଷ୍ଟାତ୍; ନିପାତନ) — ଅନନ୍ତର; ପରେ — Further on; afterwards
  • ସଂ. ଅ (ଊର୍ଦ୍ଧ୍ୱ+ରିଷ୍ଟାତ୍; ନିପାତନ) — ଖଣ୍ଡଦୂରେ — At some distance
  • ସଂ. ଅ (ଊର୍ଦ୍ଧ୍ୱ+ରିଷ୍ଟାତ୍; ନିପାତନ) — ଉପରେ — Above; over