ଉପରିଭାଗ Uparibhāga

  • ସଂ. ବି — ଊର୍ଦ୍ଧ୍ୱଭାଗ — The upper part
  • ସଂ. ବି — ବହିର୍ଭାଗ — Exterior of a thing
  • ସଂ. ବି — ଊର୍ଦ୍ଧ୍ୱତନ ପୃଷ୍ଠ — Upper or higher surface