ଉପରିପଡ଼ିବା Uparipaṛḍ̠bā

  • ଦେ. କ୍ରି — ଅନାହୂତ ହୋଇ କୌଣସି କଥା କରିବା — To obtrude; to intrude
  • ଦେ. କ୍ରି — ଉପରେ ପଡ଼ିବା; ଅନାହୂତ ହୋଇ କଥା କହିବା — To speak uncalled
  • ଦେ. କ୍ରି — ଆକ୍ରମଣ କରିବା — To attack