ଉପରି ଲାଭ Upari lābha

  • ଦେ. ବି. — ନିର୍ଦ୍ଧାରିତ ଲାଭ ଛଡ଼ା ଅତିରିକ୍ତ ଲାଭ — Extra profit; additional profit
  • ଦେ. ବି. — ଅବୈଧ ଲାଭ — Illegal gain;
  • ଦେ. ବି. — ଅପ୍ରତ୍ୟାଶିତ ଲାଭ — Unexpected gain; a wind fall
  • ଦେ. ବି. — ବକ୍ସିସ୍ — Perquisite; tip