ଉପରି ଖରଚ Upari kharacha

  • ଦେ. ବି — ନିର୍ଦ୍ଧାରିତ ଖରଚ ଛଡ଼ା ଅତିରିକ୍ତ ଖରଚ — Extra expenses
  • ଦେ. ବି — ବାଜେ ଖରଚ — Miscellaneous expenses; unforeseen expenses
  • ଦେ. ବି — ଅଧିକା ଖରଚ — Additional expenses; expenses over and above the budgeted or fixed expenses