ଉପରି କାମ Upari kāma

  • ଦେ. ବି — ଅଧିକା କାର୍ଯ୍ୟ — Extra work
  • ଦେ. ବି — ନିର୍ଦ୍ଧାରିତ କାର୍ଯ୍ୟ ଛଡ଼ା ଅନ୍ୟ କାର୍ଯ୍ୟ — Work other than one's alloted task
  • ଦେ. ବି — ଅବୈତନିକ ବା ମାଗଣା କାମ — Honorary duty