ଉପରମାଳ Uparamāḻa
- ଦେ. ବି. — ନଦୀ ଯେଉଁ ଉଚ୍ଚ ପ୍ରଦେଶରୁ ତଳଆଡ଼କୁ ବହି ଆସୁଥାଏ — Country of a higher plane level which a river flows down
- ଦେ. ବି. — ନଦୀର ଉତ୍ପତ୍ତିସ୍ଥାନ — Source of a river
- ଦେ. ବି. — ଓଡ଼ିଶାର ଗଡ଼ଜାତ (ନଦୀମାନ ସେ ଆଡ଼ୁ ବହିଆସୁଥିବାରୁ) — The hilly states of Odisa (from which direction the rivers come down to the plains)