ଉପରଠାଉରିଆ Uparaṭhāuriā

  • ଦେ. ବିଣ. (ସଂ. ଉପରି+ସ୍ଥା ଧାତୁ) — ବାହ୍ୟିକ — External
  • ଦେ. ବିଣ. (ସଂ. ଉପରି+ସ୍ଥା ଧାତୁ) — ଯାହା ଘନିଷ୍ଠ ନୁହେ — Not close or intimate
  • ଦେ. ବିଣ. (ସଂ. ଉପରି+ସ୍ଥା ଧାତୁ) — ଯାହା ଭିତରକୁ ନ ଯାଇ କେବଳ ପୃଷ୍ଠଭାଗରେ ଥାଏ — Superficial
  • ଦେ. ବିଣ. (ସଂ. ଉପରି+ସ୍ଥା ଧାତୁ) — ଆନ୍ତରିକତାହୀନ — Devoid of cordiality or sincerity
  • ଦେ. ବିଣ. (ସଂ. ଉପରି+ସ୍ଥା ଧାତୁ) — (ଲକ୍ଷଣାର୍ଥ) ଯେଉଁ ବ୍ୟକ୍ତି କୌଣସି ବିଷୟର ମର୍ମକୁ ପ୍ରବେଶ ନ କରି ବାହାରେ ଭାସୁଥାଏ — (figurative) Superficial (person)
  • ଦେ. ବିଣ. (ସଂ. ଉପରି+ସ୍ଥା ଧାତୁ) — ଅଗଭୀର — Not deep; smattering
  • ଦେ. ବିଣ. (ସଂ. ଉପରି+ସ୍ଥା ଧାତୁ) — ଯେଉଁ କଥାର ପ୍ରସଙ୍ଗସଙ୍ଗେ ଦୃଢ଼ ସମ୍ବନ୍ଧ ନ ଥାଇ ବାହ୍ୟିକ ସମ୍ବନ୍ଧ ଥାଏ — (a matter) Which has no close connection but superficial connection with the matter in hand
  • ଦେ. କ୍ରି. ବିଣ. — ବାହ୍ୟିକ ଭାବରେ