ଉପରକ୍ଷଣ Uparakshaṇa

  • ସଂ. ବି. (ଉପ+ରକ୍ଷଣ) — ବିପଦାଦିରୁ ରକ୍ଷାକରଣ — Protecting; sheilding from danger
  • ସଂ. ବି. (ଉପ+ରକ୍ଷଣ) — ଜଗିବା; ପ୍ରହରା ଦେବା — Watching; mounting; guard
  • ସଂ. ବି. (ଉପ+ରକ୍ଷଣ) — ରକ୍ଷଣାର୍ଥେ ସୈନ୍ୟାଦି ସ୍ଥାପନ — Posting of sentries or guards
  • ସଂ. ବି. (ଉପ+ରକ୍ଷଣ) — ହେପାଦସ୍ତ; ନିଜ ଜିମାରେ ପଦାର୍ଥ ରଖିବା — Custody
  • ଦେ. ବିଣ. — ଉପରକ୍ଷକ (ଦେଖ)