ଉପରକ୍ଷକ Uparakshaka
- ସଂ. ବିଣ. ପୁ. (ଉପ+ରକ୍ଷ ଧାତୁ= ରଖିବା+କର୍ତ୍ତୃ. ଅକ) — — 1 । ଜଗୁଆଳି — 1 ଜଗୁଆଳି—1. Guarding
- ସଂ. ବିଣ. ପୁ. (ଉପ+ରକ୍ଷ ଧାତୁ= ରଖିବା+କର୍ତ୍ତୃ. ଅକ) — ରକ୍ଷକ — Protecting
- ସଂ. ବିଣ. ପୁ. (ଉପ+ରକ୍ଷ ଧାତୁ= ରଖିବା+କର୍ତ୍ତୃ. ଅକ) — ଚଉକିଦାର — Keeping watch
- ସଂ. ବିଣ. ପୁ. (ଉପ+ରକ୍ଷ ଧାତୁ= ରଖିବା+କର୍ତ୍ତୃ. ଅକ) — ଜିମାଦାର — Custodian
- ସଂ. ବିଣ. ପୁ. (ଉପ+ରକ୍ଷ ଧାତୁ= ରଖିବା+କର୍ତ୍ତୃ. ଅକ) — ରକ୍ଷାକର୍ତ୍ତା — One who saves