ଉପରକ୍ତ Uparakta

  • ସଂ. ବିଣ. (ଉପ=ସମ୍ପୂର୍ଣ୍ଣରୂପେ+ରନଜ ଧାତୁ=ଗ୍ରାସ କରିବା+କର୍ତ୍ତୃ. ତ) — — 1 । ଅନୁରକ୍ତ — 1 ଅନୁରକ୍ତ—1. Attached
  • ସଂ. ବିଣ. (ଉପ=ସମ୍ପୂର୍ଣ୍ଣରୂପେ+ରନଜ ଧାତୁ=ଗ୍ରାସ କରିବା+କର୍ତ୍ତୃ. ତ) — ପୀଡ଼ିତ — Attacked with disease
  • ସଂ. ବିଣ. (ଉପ=ସମ୍ପୂର୍ଣ୍ଣରୂପେ+ରନଜ ଧାତୁ=ଗ୍ରାସ କରିବା+କର୍ତ୍ତୃ. ତ) — ରାହୁଗ୍ରସ୍ତ — Eclipsed
  • ସଂ. ବିଣ. (ଉପ=ସମ୍ପୂର୍ଣ୍ଣରୂପେ+ରନଜ ଧାତୁ=ଗ୍ରାସ କରିବା+କର୍ତ୍ତୃ. ତ) — ରକ୍ତବର୍ଣ୍ଣବିଶିଷ୍ଟ; ରକ୍ତାଭ — Red; reddish; tinged with red
  • ସଂ. ବି. — ରାହୁ — The shadow of the earth falling on the sun or the moon at eclipse
  • ସଂ. ବି. — (+ଭାବ. ତ) ଚନ୍ଦ୍ର ବା ସୂର୍ଯ୍ୟଙ୍କର ଗ୍ରହଣ — Solar or lunar eclipse
  • ସଂ. ବି. — (+କର୍ମ.ତ) ରାହୁଗ୍ରସ୍ତ ଚନ୍ଦ୍ର ଓ ସୂର୍ଯ୍ୟ — The sun or moon in eclipse