ଉପରକା ଉପର Uparakā upara

  • ଦେ. ଅ. (ସଂ. ଉପର୍ଯ୍ୟୁପରି) — ପୁନଃ ପୁନଃ — Repeatedly
  • ଦେ. ଅ. (ସଂ. ଉପର୍ଯ୍ୟୁପରି) — କ୍ରମଶଃ; ଶନୈଃ ଶନୈଃ — Gradually; by and by
  • ଦେ. ଅ. (ସଂ. ଉପର୍ଯ୍ୟୁପରି) — କ୍ରମଶଃ ଉଚ୍ଚକୁ — Higher and higher
  • ଦେ. ଅ. (ସଂ. ଉପର୍ଯ୍ୟୁପରି) — ଏକାଦିକ୍ରମେ; ଗୋଟିକ ପରେ ଗୋଟିଏ — In succession; one after another
  • ଦେ. ଅ. (ସଂ. ଉପର୍ଯ୍ୟୁପରି) — ସ୍ତରକୁ ସ୍ତର; ଏକ ସ୍ତର ପରେ ଅନ୍ୟ ସ୍ତର — In successive layers