ଉପଯାଚିତକ Upaj̄āchitaka
- ସଂ. ବି (ଉପଯାଚିତ+ହିତାର୍ଥେ. କ) — ପ୍ରାର୍ଥିତ ବସ୍ତୁ — A thing solicited or asked for a boon
- ସଂ. ବି (ଉପଯାଚିତ+ହିତାର୍ଥେ. କ) — ଇଷ୍ଟ ସିଦ୍ଧି ହେଲେ ଦେବତାଙ୍କୁ ଯାହା ଦେବା ପାଇଁ ଲୋକ ମନାସି ଥାଏ — Anything promised to be offered to a Deity for the fulfilment of one's desire
- ସଂ. ବିଣ — ଇଷ୍ଟସିଦ୍ଧି ପାଇଁ ଦେବଙ୍କ ଉଦ୍ଦେଶ୍ୟରେ କେହି ମନାସିଥିବା (ବସ୍ତୁ); ଦେବତାଙ୍କୁ ଯଚା ହୋଇଥିବା (ବସ୍ତୁ)