ଉପମେୟୋପମା Upameyopamā

  • ସଂ. ବି. (ଉପମେୟ+ଉପମା) — ଅର୍ଥାଳଙ୍କାର ବିଶେଷ; ଯେଉଁଠାରେ ଉପମାନ ଓ ଉପମେୟ ପର୍ଯ୍ୟାୟକ୍ରମେ ଉପମେୟ ଓ ଉପମାନରୂପେ କଥିତ ବା କଳ୍ପିତ ହୁଏ
  • ସଂ. ବି. (ଉପମେୟ+ଉପମା) — (ଯଥା —ତାଙ୍କୁ ଲକ୍ଷ୍ମୀ ସ୍ତ୍ରୀ ପରି ଖଟୁଥିବେ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀପରି ଥିଲେ) — A figure of speech; reciprocal comparison
  • ସଂ. ବି. (ଉପମେୟ+ଉପମା) — (ଯଥା —ତାଙ୍କୁ ଲକ୍ଷ୍ମୀ ସ୍ତ୍ରୀ ପରି ଖଟୁଥିବେ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀପରି ଥିଲେ)