ଉପମାତା Upamātā

  • ସଂ. ବି. ସ୍ତ୍ରୀ. (ଉପ=ସଦୃଶ+ମାତା) — ଧାତ୍ରୀ; ଧାଈ — Wet-nurse
  • ସଂ. ବି. ସ୍ତ୍ରୀ. (ଉପ=ସଦୃଶ+ମାତା) — ପାଳତୀ ମା — Foster-mother
  • ସଂ. ବି. ସ୍ତ୍ରୀ. (ଉପ=ସଦୃଶ+ମାତା) — (ମାତୃ ତୁଲ୍ୟା) ମାଉସୀ, ପିଉସୀ ପ୍ରଭୃତି; ମାତୃସ୍ଥାନୀୟା ଗୁରୁଜନ — A woman whom one should respect as a mother; motherly female
  • ସଂ. ବିଣ. ପୁଂ (ଉପ+ମା ଧାତୁ=ପରିମାଣ କରିବା+ତୃ; 1 ମା. 1 ବ) — ଉପମାନକର୍ତ୍ତା; ଯେ ଉପମା ଦିଏ