ଉପମ Upamạ

  • ସଂ. ବି (ଉପ+ମା ଧାତୁ=ପରିମାଣ କରିବା+କର୍ତ୍ତୃ. ଅ) — ତୁଲ୍ୟତା; ସାଦୃଶ୍ୟ — Similarity
  • ସଂ. ବି (ଉପ+ମା ଧାତୁ=ପରିମାଣ କରିବା+କର୍ତ୍ତୃ. ଅ) — ବହି ଏହି ଉପମ କପି ସୈନ୍ୟ ଶ୍ରୀରାମ ବାହନ ଯା ମାରୁତି ଯେ। —ଭଞ୍ଜ, ବୈଦେହୀଶବିଳାସ।
  • ବିଣ. ପୁଂ — ସଦୃଶ; ତୁଲ୍ୟ — Similar to
  • ବିଣ. ପୁଂ — (ଯଥା —ଦେବୋପମ)