ଉପମର୍ଦ୍ଦ Upamardda

  • ସଂ. ବି (ଉପ=ସମ୍ୟକ୍+ମୃଦ=ଦଳିବା+ଭାବ. ଅ) — ଚକଟାମନ୍ଥା; ଆଲୋଡ଼ନ — Stirring
  • ସଂ. ବି (ଉପ=ସମ୍ୟକ୍+ମୃଦ=ଦଳିବା+ଭାବ. ଅ) — ଚିପିବା — Violent pressure; squeezing
  • ସଂ. ବି (ଉପ=ସମ୍ୟକ୍+ମୃଦ=ଦଳିବା+ଭାବ. ଅ) — ହିଂସା — Injury
  • ସଂ. ବି (ଉପ=ସମ୍ୟକ୍+ମୃଦ=ଦଳିବା+ଭାବ. ଅ) — ପୀଡ଼ନ — Oppression
  • ସଂ. ବି (ଉପ=ସମ୍ୟକ୍+ମୃଦ=ଦଳିବା+ଭାବ. ଅ) — ବିନାଶ — Destruction