ଉପପାଦିତ Upapādita

  • ସଂ. ବିଣ. (ଉପ+ପଦ ଧାତୁ ଣିଚ=ପାଦି ଧାତୁ+କର୍ମ. ତ) — ଯୁକ୍ତିଦ୍ୱାରା ସମର୍ଥିତ — Supported by argument
  • ସଂ. ବିଣ. (ଉପ+ପଦ ଧାତୁ ଣିଚ=ପାଦି ଧାତୁ+କର୍ମ. ତ) — ମୀମାଂସିତ — Established by argument
  • ସଂ. ବିଣ. (ଉପ+ପଦ ଧାତୁ ଣିଚ=ପାଦି ଧାତୁ+କର୍ମ. ତ) — ପ୍ରାମାଣିତ — Proved; demonostrated
  • ସଂ. ବିଣ. (ଉପ+ପଦ ଧାତୁ ଣିଚ=ପାଦି ଧାତୁ+କର୍ମ. ତ) — ପ୍ରାପ୍ତ — Attained
  • ସଂ. ବିଣ. (ଉପ+ପଦ ଧାତୁ ଣିଚ=ପାଦି ଧାତୁ+କର୍ମ. ତ) — ସମ୍ପୂର୍ଣ୍ଣ ସମ୍ପାଦିତ — Accomplished
  • ସଂ. ବିଣ. (ଉପ+ପଦ ଧାତୁ ଣିଚ=ପାଦି ଧାତୁ+କର୍ମ. ତ) — କୃତ — Done; performed
  • ସଂ. ବିଣ. (ଉପ+ପଦ ଧାତୁ ଣିଚ=ପାଦି ଧାତୁ+କର୍ମ. ତ) — ଉତ୍ପାଦିତ — Produced