ଉପପତ୍ନୀ Upapatnī
- ସଂ. ବି ସ୍ତ୍ରୀ. (ଉପ=ପ୍ରତିନିଧି+ପତ୍ନୀ=ସ୍ତ୍ରୀ) — ରକ୍ଷିତା ସ୍ତ୍ରୀ; ରଖେଇ ମାଇପ — Concubine
- ସଂ. ବି ସ୍ତ୍ରୀ. (ଉପ=ପ୍ରତିନିଧି+ପତ୍ନୀ=ସ୍ତ୍ରୀ) — ଅବିବାହିତା ଭାର୍ଯ୍ୟା — One's unmarried wife
- ସଂ. ବି ସ୍ତ୍ରୀ. (ଉପ=ପ୍ରତିନିଧି+ପତ୍ନୀ=ସ୍ତ୍ରୀ) — ସ୍ତ୍ରୀରୂପେ ରକ୍ଷିତା ପରସ୍ତ୍ରୀ — The married wife of a person kept as a mistress by an other