ଉପନ୍ୟାସ Upanyāsa
- ସଂ. ବି. (ଉପ+ନି+ଅସ ଧାତୁ=କ୍ଷେପଣ କରିବା+ଭାବ. ଅ) — ବାକ୍ୟାରମ୍ଭ; ବଚନାରମ୍ଭ — Beginning of conversation
- ସଂ. ବି. (ଉପ+ନି+ଅସ ଧାତୁ=କ୍ଷେପଣ କରିବା+ଭାବ. ଅ) — ଉଲ୍ଲେଖ — Adducing; proposing
- ସଂ. ବି. (ଉପ+ନି+ଅସ ଧାତୁ=କ୍ଷେପଣ କରିବା+ଭାବ. ଅ) — ଦାନ — Gift
- ସଂ. ବି. (ଉପ+ନି+ଅସ ଧାତୁ=କ୍ଷେପଣ କରିବା+ଭାବ. ଅ) — (+କର୍ମ. ଅ) ଉପକଥା; କଳ୍ପିତବୃତ୍ତାନ୍ତ — Story; novel; romance
- ସଂ. ବି. (ଉପ+ନି+ଅସ ଧାତୁ=କ୍ଷେପଣ କରିବା+ଭାବ. ଅ) — ପ୍ରସ୍ତାବ — Proposal
- ସଂ. ବି. (ଉପ+ନି+ଅସ ଧାତୁ=କ୍ଷେପଣ କରିବା+ଭାବ. ଅ) — ବନ୍ଧକ — Pledge