ଉପନ୍ୟସ୍ତ Upanyasta
- ସଂ. ବିଣ. (ଉପ+ନି+ଅସ୍=କ୍ଷେପଣ+କର୍ମ. ତ) — ସଜ୍ଜିତ; ବିନ୍ୟସ୍ତ — Brought forward; adduced; arranged
- ସଂ. ବିଣ. (ଉପ+ନି+ଅସ୍=କ୍ଷେପଣ+କର୍ମ. ତ) — ଆରବ୍ଧ (ବାକ୍ୟ) — Commenced (word)
- ସଂ. ବିଣ. (ଉପ+ନି+ଅସ୍=କ୍ଷେପଣ+କର୍ମ. ତ) — ବନ୍ଧା ଦିଆଯାଇ ଥିବା — Pledged
- ସଂ. ବିଣ. (ଉପ+ନି+ଅସ୍=କ୍ଷେପଣ+କର୍ମ. ତ) — ଡିପୋଜିଟ୍ ରଖାଯାଇଥିବା — Deposited
- ସଂ. ବିଣ. (ଉପ+ନି+ଅସ୍=କ୍ଷେପଣ+କର୍ମ. ତ) — ନାମୋଲ୍ଲେଖ କରାଯାଇ ଥିବା; ପ୍ରକାଶିତ — Mentioned; referred to
- ସଂ. ବିଣ. (ଉପ+ନି+ଅସ୍=କ୍ଷେପଣ+କର୍ମ. ତ) — ଉଦ୍ଧୃତ — Quoted
- ସଂ. ବିଣ. (ଉପ+ନି+ଅସ୍=କ୍ଷେପଣ+କର୍ମ. ତ) — ଦତ୍ତ — Given