ଉପନିଷ୍କ୍ରମଣ Upanishkramaṇa

  • ସଂ. ବି. (ଉପ+ନିର+କ୍ରମ ଧାତୁ+ଭାବ. ଅନ) — ସଂସ୍କାରବିଶେଷ — Name of a religious rite
  • ସଂ. ବି. (ଉପ+ନିର+କ୍ରମ ଧାତୁ+ଭାବ. ଅନ) — (+କରଣ. ଅନ) ରାଜପଥ — High way