ଉପନିଷ୍କର Upanishkara

  • ସଂ. ବି. (ଉପ+ନିର+କୃଷ୍କ ଧାତୁ+କରଣ. ଅ) — ନଗରର ମାର୍ଗ — Town-road; street
  • ସଂ. ବି. (ଉପ+ନିର+କୃଷ୍କ ଧାତୁ+କରଣ. ଅ) — ରାଜପଥ — Public road; highway