ଉପନିବେଶ Upanibeṡa

  • ସଂ. ବି. (ଉପ=ନିକଟରେ+ନିବେଶ=ବାସ) — ଦେଶାନ୍ତରରେ ନିବାସ — A colony
  • ସଂ. ବି. (ଉପ=ନିକଟରେ+ନିବେଶ=ବାସ) — ଏକଦେଶରୁ ଯାଇ ଅନ୍ୟ ଦେଶରେ ସ୍ଥାୟୀରୂପେ ବାସ କରିବା — New settlement fixed at a different place