ଉପନନ୍ଦକ Upanandaka
- ସଂ. ବିଣ (ଉପ=ଅଧିକ+ନନ୍ଦିଧାତୁ=ଆନନ୍ଦିତ ହେବା କର୍ତ୍ତୁ. ଅକ) — ଆନନ୍ଦଜନକ — Giving delight
- ସଂ. ବି (ନାମ) — ଧୃତରାଷ୍ଟ୍ରଙ୍କର ଜନୈକ ପୁତ୍ର — Name of a son of Dhṛutarāshṭra
- ସଂ. ବି (ନାମ) — ଊର୍ଣ୍ଣନାଭ; ବୁଢିଆଣୀ — Spider
- ସଂ. ବି (ନାମ) — ନନ୍ଦଙ୍କ ଭାଇ — Name of the brother of Nanda