ଉପଧାତୁ Upadhātū

  • ସଂ. ବି (ଉପ=ନିକୃଷ୍ଟ+ଧାତୁ) — ନିକୃଷ୍ଟ ଧାତୁ — Inferior mineral or metal
  • ସଂ. ବି (ଉପ=ନିକୃଷ୍ଟ+ଧାତୁ) — [ଦ୍ର—ମାକ୍ଷିକ, ତୁତିଆ, ଅଭ୍ର, କଂସା, ସିନ୍ଦୂର, ଶିଳାଜତୁ ଓ ହରିତାଳ ଏହି ସାତଟି ଉପଧାତୁ।]
  • ସଂ. ବି (ଉପ=ନିକୃଷ୍ଟ+ଧାତୁ) — ଜନ୍ତୁ ଶରୀରରୁ ନିଃସୃତ ଘର୍ମ, ସ୍ତନ୍ୟ ଆଦି (ଏହା ଶରୀରସ୍ଥ ସପ୍ତ ଧାତୁର ଅନ୍ତର୍ଗତ ନୁହେଁ — A secondary secretion of the body (e.g. milk, sweat etc.)