ଉପଧର୍ମ Upadharma

  • ସଂ. ବି (ଉପ=ଅଧସ୍ତନ; ନିତ୍କୃଷ୍ଟ+ଧର୍ମ) — ଅପ୍ରଧାନ ଧର୍ମ; ହୀନ ଧର୍ମ — Minor work
  • ସଂ. ବି (ଉପ=ଅଧସ୍ତନ; ନିତ୍କୃଷ୍ଟ+ଧର୍ମ) — ଗୌଣକର୍ତ୍ତବ୍ୟ — A subordinate duty
  • ସଂ. ବି (ଉପ=ଅଧସ୍ତନ; ନିତ୍କୃଷ୍ଟ+ଧର୍ମ) — ଗୌଣ ଗୁଣ — A secondary; minor quality
  • ସଂ. ବି (ଉପ=ଅଧସ୍ତନ; ନିତ୍କୃଷ୍ଟ+ଧର୍ମ) — କୁସଂସ୍କାର — Superstition or false belief
  • ସଂ. ବି (ଉପ=ଅଧସ୍ତନ; ନିତ୍କୃଷ୍ଟ+ଧର୍ମ) — ଅଶାସ୍ତ୍ରୀୟ ଧର୍ମ — Heresy