ଉପଦ୍ରୁତ Upadruta

  • ସଂ. ବିଣ (ଉପ+ଦ୍ରୁ ଧାତୁ=ଅନିଷ୍ଟ କରିବା+କର୍ମ. ତ) — ଅତ୍ୟାଚାରିତ — Oppressed; hurt; outraged
  • ସଂ. ବିଣ (ଉପ+ଦ୍ରୁ ଧାତୁ=ଅନିଷ୍ଟ କରିବା+କର୍ମ. ତ) — ଉପଦ୍ରବଯୁକ୍ତ — Ravaged
  • ସଂ. ବିଣ (ଉପ+ଦ୍ରୁ ଧାତୁ=ଅନିଷ୍ଟ କରିବା+କର୍ମ. ତ) — ବ୍ୟାକୁଳ — Perturbed