ଉପଦେଶକ Upadeṡaka

  • ସଂ. ବିଣ. ପୁଂ. (ଉପ+ଦିଶ୍ ଧାତୁ=କହିବା+କର୍ତ୍ତୃ. ଅକ) — । ଉପଦେଶଦାତା
  • ସଂ. ବି. — ଦୀକ୍ଷାଗୁରୁ; ମନ୍ତ୍ରଦାତା — Spiritual preceptor; evangelist
  • ସଂ. ବି. — ଗୁରୁ; ଶିକ୍ଷକ — Teacher