ଉପଦର୍ଶକ Upadarṡaka

  • ସଂ. ବି (ଉପ+ଦୃଶ୍ ଧାତୁ; ଣିଜନ୍ତ=ଦର୍ଶି ଧାତୁ+କର୍ତ୍ତୃ. ଅକ) — —ଦ୍ୱାରପାଳ; ଦ୍ୱାରୀ
  • ସଂ. ବିଣ — ଯେ ଦେଖାଇଦିଏ — one who shows