ଉପତପ୍ତ Upatapta
- ସଂ. ବିଣ (ଉପ=ଅତିଶୟ+ତପ୍ ଧାତୁ=ତାତିବା+କର୍ମ. ତ) — ତତଲା; ଅତିଶୟ ତପ୍ତ ବା ଗରମ — Heated
- ସଂ. ବିଣ (ଉପ=ଅତିଶୟ+ତପ୍ ଧାତୁ=ତାତିବା+କର୍ମ. ତ) — ସନ୍ତାପିତ; ସନ୍ତପ୍ତ — Afflicted; distressed
- ସଂ. ବିଣ (ଉପ=ଅତିଶୟ+ତପ୍ ଧାତୁ=ତାତିବା+କର୍ମ. ତ) — କାତର — Overwhelmed
- ସଂ. ବିଣ (ଉପ=ଅତିଶୟ+ତପ୍ ଧାତୁ=ତାତିବା+କର୍ମ. ତ) — ପୀଡ଼ିତ — Sick
- ସଂ. ବିଣ (ଉପ=ଅତିଶୟ+ତପ୍ ଧାତୁ=ତାତିବା+କର୍ମ. ତ) — ଉତ୍ପୀଡ଼ିତ — Oppressed