ଉପଢୌକନ Upaḍhaukana

  • ସଂ. ବି. (ଉପ=ସମ୍ମୁଖକୁ+ଢୌକ ଧାତୁ=ଯିବା+କରଣ ଅନ) — ଉପହାର; ଭେଟି — Present; gift; offering
  • ସଂ. ବି. (ଉପ=ସମ୍ମୁଖକୁ+ଢୌକ ଧାତୁ=ଯିବା+କରଣ ଅନ) — ଉତ୍କୋଚ — Illegal gratification; bribe