ଉପତପ୍ତା Upataptā

  • ସଂ. ବିଣ. ପୁଂ. (ଉପ=ଅତିଶୟ+ତପ୍ ଧାତୁ=ତତାଇବା+କର୍ତ୍ତୃ ତୃ; 1 ମା. 1 ବ.) — ଯାହା ତପ୍ତ କରେ — Heating
  • ସଂ. ବିଣ. ପୁଂ. (ଉପ=ଅତିଶୟ+ତପ୍ ଧାତୁ=ତତାଇବା+କର୍ତ୍ତୃ ତୃ; 1 ମା. 1 ବ.) — ଦୁଃଖପ୍ରଦ; ସନ୍ତାପଦାୟକ — Afflicting; distressing
  • ସଂ. ବି — ରୋଗ — - Sickness; disease