ଉପକାରିଣୀ Upakāriṇī

  • ସଂ. ବିଣ. ସ୍ତ୍ରୀ (ଉପକାରିନ୍+ସ୍ତ୍ରୀ. ଈ) — ଉପକାରୀର ସ୍ତ୍ରୀଲିଙ୍ଗ
  • ସଂ. ବି — ରାଜାଙ୍କ ବାସଯୋଗ୍ୟ ଗୃହ — Palatial house
  • ସଂ. ବି — ପଟ୍ଟଭବନ; ତମ୍ବୁ — Tent