ଉପକାରିକା Upakārikā

  • ସଂ. ବିଣ. ସ୍ତ୍ରୀ (ଉପକାରକ+ସ୍ତ୍ରୀ. ଆ) — ଉପକାରକର ସ୍ତ୍ରୀଲିଙ୍ଗ
  • ସଂ. ବିଣ. ସ୍ତ୍ରୀ (ଉପକାରକ+ସ୍ତ୍ରୀ. ଆ) — ବି. ସ୍ତ୍ରୀ—
  • ସଂ. ବିଣ. ସ୍ତ୍ରୀ (ଉପକାରକ+ସ୍ତ୍ରୀ. ଆ) — ରାଜଗୃହ; ଉଆସ — Palace
  • ସଂ. ବିଣ. ସ୍ତ୍ରୀ (ଉପକାରକ+ସ୍ତ୍ରୀ. ଆ) — ପଟ୍ଟଭବନ; ତମ୍ବୁ — Tent
  • ସଂ. ବିଣ. ସ୍ତ୍ରୀ (ଉପକାରକ+ସ୍ତ୍ରୀ. ଆ) — ସୌଧ; ରାଜଯୋଗ୍ୟ ଆବାସ — Palatial building
  • ସଂ. ବିଣ. ସ୍ତ୍ରୀ (ଉପକାରକ+ସ୍ତ୍ରୀ. ଆ) — ଶସ୍ୟାଦି ସଞ୍ଚୟ କରିବ ସ୍ଥାନ; କୋଠି; ମରେଇ — Place or receptacle for storing grains; a granary
  • ସଂ. ବିଣ. ସ୍ତ୍ରୀ (ଉପକାରକ+ସ୍ତ୍ରୀ. ଆ) — ଏକପ୍ରକାର ଲଘୁ ପିଷ୍ଟକ — A kind of light cake