ଉପକାରଜ୍ଞ Upakārajn̄a

  • ସଂ. ବିଣ. ପୁଂ (ଉପକାର+ଜ୍ଞା ଧାତୁ=ଜାଣିବା+ କର୍ତ୍ତୃ. ଅ) — — 1 । କୃତଜ୍ଞ; ପରକୃତ ଉପକାରକୁ ଯେ ପାସୋରେ ନାହିଁ — 1 କୃତଜ୍ଞ; ପରକୃତ ଉପକାରକୁ ଯେ ପାସୋରେ ନାହିଁ