ଉପକାରକ Upakāraka
- ସଂ. ବିଣ (ଉପ+କୃ ଧାତୁ+କର୍ତ୍ତୃ. ଅକ) — ଯେ ଉପକାର କରେ — Benefactor; benefiting
- ସଂ. ବିଣ (ଉପ+କୃ ଧାତୁ+କର୍ତ୍ତୃ. ଅକ) — ସାହାଯ୍ୟକାରୀ — Helping; assisting
- ସଂ. ବିଣ (ଉପ+କୃ ଧାତୁ+କର୍ତ୍ତୃ. ଅକ) — ଅନୁଗ୍ରହକାରୀ — Bestowing a favour
- ସଂ. ବିଣ (ଉପ+କୃ ଧାତୁ+କର୍ତ୍ତୃ. ଅକ) — ଆବଶ୍ୟକ — Useful
- ସଂ. ବିଣ (ଉପ+କୃ ଧାତୁ+କର୍ତ୍ତୃ. ଅକ) — ଶୁଭ ଫଳପ୍ରଦ; ଫଳୋତ୍ପାଦକ — Efficacious