ଉପକର୍ତ୍ତା Upakarttā

  • ସଂ. ବି. ପୁଂ. (ଉପ=ସାହାଯ୍ୟ; ଅପ୍ରଧାନ+କୃ ଧାତୁ= କରିବା+କର୍ତ୍ତୃ. ତୃ 1 ମ. 1 ବ) — — 1 । ଉପକାର କର୍ତ୍ତା; ସହାୟକ — 1 ଉପକାର କର୍ତ୍ତା; ସହାୟକ
  • ସଂ. ବି. ପୁଂ. (ଉପ=ସାହାଯ୍ୟ; ଅପ୍ରଧାନ+କୃ ଧାତୁ= କରିବା+କର୍ତ୍ତୃ. ତୃ 1 ମ. 1 ବ) — ଯେ ପ୍ରଧାନ କର୍ତ୍ତା ନୁହେଁ — Inferior to the chief or headman; a person of secondary authority
  • ସଂ. ବି. ପୁଂ. (ଉପ=ସାହାଯ୍ୟ; ଅପ୍ରଧାନ+କୃ ଧାତୁ= କରିବା+କର୍ତ୍ତୃ. ତୃ 1 ମ. 1 ବ) — ବିଣ—ଉପକାରୀ