ଉପକଣ୍ଠ Upakaṇṭha
- ସଂ. ବି (ଉପ=ସମୀପ+କଣ୍ଠ=ଗଳା) — କଣ୍ଠର ନିକଟବର୍ତ୍ତୀ ଅଂଶ; ଗଳାର ଚାରିପାଖ — Part of the neck surrounding the throat
- ସଂ. ବି (ଉପ=ସମୀପ+କଣ୍ଠ=ଗଳା) — ମାଧୁର୍ଯ୍ୟ ଲୋଭରେ ଖାଇଲେ ପିତା, କଣ୍ଠ ଉପକଣ୍ଠ ଲାଗିଲେ ପିତା, କାହାକୁ କହିବା, କପାଳରେ ସିନା କର ତାଡ଼ିବା। —କବିସୂର୍ଯ୍ୟ, କବିତା।
- ସଂ. ବି (ଉପ=ସମୀପ+କଣ୍ଠ=ଗଳା) — ନିକଟବର୍ତ୍ତୀ ବା ଲାଗିଥିବା ସ୍ଥାନ — Precincts or adjoining places
- ସଂ. ବି (ଉପ=ସମୀପ+କଣ୍ଠ=ଗଳା) — ନୀପକୁଞ୍ଜ ଉପକଣ୍ଠେ —କବିସୂର୍ଯ୍ୟ, କିଶୋରୀ ଚମ୍ପୂ ଞ ଗୀତ।
- ସଂ. ବି (ଉପ=ସମୀପ+କଣ୍ଠ=ଗଳା) — 3 . ସାମୀପ୍ୟ; ନୈକଟ୍ୟ— — 3. ସାମୀପ୍ୟ; ନୈକଟ୍ୟ
- ସଂ. ବି (ଉପ=ସମୀପ+କଣ୍ଠ=ଗଳା) — ଗ୍ରାମାନ୍ତ ବା ନଗରାନ୍ତ; ସହରତଳି
- ସଂ. ବି (ଉପ=ସମୀପ+କଣ୍ଠ=ଗଳା) — 5 . ଘୋଡ଼ାର ଗତିବିଶେଷ — — 5. ଘୋଡ଼ାର ଗତିବିଶେଷ