ଉନ୍ମୂଳିତ Unmūḻita

  • ସଂ. ବିଣ (ଉତ୍+ମୂଳି ନାମ ଧାତୁ+କର୍ମ. ତ) — ସମୂଳେ ଉତ୍ପାଟିତ; — Rooted out; eradicated; exterminated
  • ସଂ. ବିଣ (ଉତ୍+ମୂଳି ନାମ ଧାତୁ+କର୍ମ. ତ) — ଉପଡ଼ା ହୋଇଥିବା — Pulled up by the root
  • ସଂ. ବିଣ (ଉତ୍+ମୂଳି ନାମ ଧାତୁ+କର୍ମ. ତ) — ସମୂଳେ ବିନଷ୍ଟ — Ruined