ଉନ୍ମଦିଷ୍ଣୁ Unmadishṇu
- ସଂ. ବିଣ. (ଉତ୍=ଅତିଶୟ+ମଦ ଧାତୁ=ମତ୍ତହେବା+ କର୍ତ୍ତୃ. ଇଷ୍ଣୁ) — — 1 । ଉନ୍ମାଦଯୁକ୍ତ; ପାଗଳ — 1 ଉନ୍ମାଦଯୁକ୍ତ; ପାଗଳ
- ସଂ. ବିଣ. (ଉତ୍=ଅତିଶୟ+ମଦ ଧାତୁ=ମତ୍ତହେବା+ କର୍ତ୍ତୃ. ଇଷ୍ଣୁ) — ଉନ୍ମତ୍ତ — Excited; intoxicated
- ସଂ. ବିଣ. (ଉତ୍=ଅତିଶୟ+ମଦ ଧାତୁ=ମତ୍ତହେବା+ କର୍ତ୍ତୃ. ଇଷ୍ଣୁ) — ବାହ୍ୟଜ୍ଞାନଶୂନ୍ୟ — Insensible