ଉନ୍ନମିତ Unnamita

  • ସଂ. ବିଣ. (ଉତ୍=ଉପରକୁ+ନମି ଧାତୁ=ନୁଆଁଇବା+କର୍ମ.ତ) — ଉତ୍ତୋଳିତ; ଉପରକୁ ଉଠା ହୋଇଥିବା — Lifted up; raised; elevated
  • ସଂ. ବିଣ. (ଉତ୍=ଉପରକୁ+ନମି ଧାତୁ=ନୁଆଁଇବା+କର୍ମ.ତ) — ଉପରକୁ ଟଣା ହୋଇଥିବା — Pulled up