ଉନ୍ନଦ୍ଧ Unnaddha
- ସଂ. ବିଣ. (ଉତ୍=ଉପରେ+ନହ୍ ଧାତୁ=ବାନ୍ଧିବା=କର୍ମ. ତ) — — 1 । ଅଗରେ ବନ୍ଧା ହୋଇଥିବା ବା ଗଣ୍ଠି ପଡ଼ିଥିବା; ଉଦ୍ବଦ୍ଧ — 1 ଅଗରେ ବନ୍ଧା ହୋଇଥିବା ବା ଗଣ୍ଠି ପଡ଼ିଥିବା; ଉଦ୍ବଦ୍ଧ
- ସଂ. ବିଣ. (ଉତ୍=ଉପରେ+ନହ୍ ଧାତୁ=ବାନ୍ଧିବା=କର୍ମ. ତ) — ସ୍ଫୀତ — Swollen
- ସଂ. ବିଣ. (ଉତ୍=ଉପରେ+ନହ୍ ଧାତୁ=ବାନ୍ଧିବା=କର୍ମ. ତ) — ଗର୍ବିତ; ଦୃପ୍ତ — Proud