ଉନିଦ୍ରା Unidrā

  • ପ୍ରାଦେ. (ସମ୍ବଲପୁର) ବିଣ (ସଂ. ଉନ୍ନିଦ୍ର) — ଅନିଦ୍ରା — Sleepless
  • ପ୍ରାଦେ. (ସମ୍ବଲପୁର) ବିଣ (ସଂ. ଉନ୍ନିଦ୍ର) — ଉନ୍ନିଦ୍ର — Wakeful
  • ପ୍ରାଦେ. (ସମ୍ବଲପୁର) ବି — ଅନିଦ୍ରା; ନିଦ୍ରାଭାବ