ଉନମତ୍ତ Unamatta

  • ଗ୍ରା. ପଦ୍ୟ. ବିଣ — ଉନ୍ମତ୍ତ (ଦେଖ)
  • ଗ୍ରା. ପଦ୍ୟ. ବିଣ — ଜାଗ୍ରତେ ଶୟନେ ଯେ ଦେବେ ଦେଖି ଜନ, ଉନମତ୍ତ ହୁଅନ୍ତି ସେ ଦେବ ଗ୍ରହ ଜାଣ। —କୃଷ୍ଣସିଂହ ମହାଭାରତ, ବନ।