ଉନୁମତ Unumata

  • ଗ୍ରା. ପଦ୍ୟ. ବିଣ. (ସଂ. ଉନ୍ମତ୍ତ) — ଉନ୍ମତ୍ତ (ଦେଖ)
  • ଗ୍ରା. ପଦ୍ୟ. ବିଣ. (ସଂ. ଉନ୍ମତ୍ତ) — ଅନିରୁଦ୍ଧ ଉନୁମତ ଉଷା ଭାବ ଗୁଣି।—ଶିଶୁଶଙ୍କର, ଉଷାଅଭିଳାଷ।