ଉଧେଇହେବା Udheihebā

  • ପ୍ରାଦେ. (ସମ୍ବଲପୁର) କ୍ରି — ଆଉଜିବା
  • ପ୍ରାଦେ. (ଗଡ଼ଜାତ) କ୍ରି — (ଗାଈ) ଋତୁମତୀ ହେବା
  • ଦେ. କ୍ରି. (ଦେହ ହାତ) — ମୋଡ଼ିଭିଡ଼ି ହେବା