ଉଧେଇବା Udheibā

  • ଦେ. କ୍ରି. (ସଂ. ଊର୍ଦ୍ଧ୍ୱ ବା ଉଦୟ) — ଦେହ ହାତ ମୋଡ଼ି ଭିଡ଼ି ହେବା — (the limbs) To become Ianguid or rigid; to languish
  • ଦେ. କ୍ରି. (ସଂ. ଊର୍ଦ୍ଧ୍ୱ ବା ଉଦୟ) — ସ୍ଫୀତ ହେବା; ଫୁଲିବା — To be swollen
  • ଦେ. କ୍ରି. (ସଂ. ଊର୍ଦ୍ଧ୍ୱ ବା ଉଦୟ) — ବଢ଼ିବା — To grow
  • ଦେ. କ୍ରି. (ସଂ. ଊର୍ଦ୍ଧ୍ୱ ବା ଉଦୟ) — ସତେଜରେ ବଢ଼ିବା — To have a healthy growth