ଉଧି Udhi

  • ଦେ. ବି. (ସଂ. ଊର୍ଦ୍ଧ୍ୱ) — ଊର୍ଦ୍ଧ୍ୱସ୍ଥ ମୂଳ — The upper part of the root of a tree
  • ଦେ. ବି. (ସଂ. ଊର୍ଦ୍ଧ୍ୱ) — କଦଳୀ ଗଛର ପୁଆ — Plantain-seedling
  • ଦେ. ବି. (ସଂ. ଊର୍ଦ୍ଧ୍ୱ) — ଶଗଡ଼ଦଣ୍ଡା — The two shafts of a cart