ଉଧାଇବା Udhāibā

  • ଦେ. କ୍ରି. (ସଂ. ଅଭ୍ୟୁଦୟ) — ଶରୀର ଘୋଳି ହେବା — To feel rigid in the body
  • ଦେ. କ୍ରି. (ସଂ. ଅଭ୍ୟୁଦୟ) — ଉନ୍ନତି କରିବା — To prosper
  • ଦେ. କ୍ରି. (ସଂ. ଅଭ୍ୟୁଦୟ) — ସ୍ଫୀତ ହେବା — To be swollen
  • ଦେ. କ୍ରି. (ସଂ. ଅଭ୍ୟୁଦୟ) — ବଢ଼ିବା — To grow